ସ୍ବପ୍ନ ଆଉ ମୁଁ

ସ୍ବପ୍ନ ଆଉ ମୁଁ !! କେହି କାହାରିକୁ ଭେଟୁନୁ ସକାଳେ . 

କଥାବାର୍ତା ଖାଲି ରାତିରେ , ବଡ ବଡ କଥା ଆଉ କିଛି ଉପାଡି ପକେଇବାର ପ୍ରତିଶୃତି . ଆଗେଇ ଚାଲେ ଜୀବନ ଆଉ ବଢିଚାଲେ ସ୍ବପ୍ନ .
ଖାଲି ହାତ , ଖାଲି ଫମ୍ପା ସପନ , ବସେ , ଅନାଏ ଦୂର ଦିଗ୍ବଳୟ କୁ , ପଚାରେ , ଦୁକୁ ଫଟେଇ ପଛରେ କେତେ ସତ କେତେ ମିଛ .

ଉତ୍ତର ଖୋଜୁ ଖୋଜୁ ସ୍ବପ୍ନ ଲୁଚକାଳି ଖେଳେ .
ଖୋଜେ ଉତ୍ତର , ଖୋଜେ ଅନାମିକା ର ନା .

କାହିଁକି କେଜାଣି , ଜକେଇ ଆସେ କାକର ଭଳିଆ ପାଣି ଟିକେ , ମୁଁ ଆଉ ଭବେନି କିଛି , ଠେଲେ ନିଜକୁ ଗୋଟେ ରୋବଟ ଭଳିଆ .

ଅତୀତ ର କିଛି ଭୁଲ ଆଉ ମୁ ବଂଚି ଚାଲୁ !!
Scroll to Top