ଅବେଳିଆ ମନ

ଏମିତି ଅବେଳିଆ ମନ ଟା କୁ ଘାଣ୍ଟୁ ଘାଣ୍ଟୁ 😁 !! 
ସମୟ ସବୁ ଦେଖାଏ । ଯିଏ ଦିନେ ଅସ୍ତିତ୍ବ ର ସାଉଁଟି ଦେଲେ ସବୁ କିଛି , ଆଉ ସମୟ ଚକି ର ଆରପଟ ର ସଂଜ୍ଞା ରେ ସେହିଁ ହିଁ ସବୁଠୁଁ ଅଲୋଡ଼ା ହେଇଯାଏ .
ତଥାପି ସମୟ କଷଟୀ ଶାଣୀ ଦେଉଥିବା ବେଳେ ଉପେକ୍ଷା ର ମୂଲ୍ୟ ହିଁ ନଥାଏ । ଜୀବନ ର ସଂଜ୍ଞା ହିଁ ଆଗକୁ ବଢି ଚାଲିବା ର । ନା ସମୟ ନା ଜୀବନ ର ପ୍ରତିଟି କ୍ଷଣ ର ଶିକ୍ଷା ର ଯେମିତି କେବେ ବି ଅଟକି ଯିବା ର ମଉକା ଭି ଆସେନି , ସେମିତି ସେ କ୍ଷଣ ର ଶିକ୍ଷା କୁ ଭୁଲିଯିବାର ଦୁଃସାହସ ମଣିଷ ପାଖରେ ଅବକାଶ ହିଁ ନଥାଏ । ଏହାହିଁ ସତ୍ୟ ବୋଧ ହୁଏ ।

ଆଶା କରିବାର ଫଳ ଟା ହିଁ ନିରାଶ ର ଆରମ୍ଭ , ଏଠି ଭି ଲାଗେ କାହିଁକି କହିବା ଟା ଉଚିତ ବୋଲି । ତେଣୁ ପାତ୍ର ରେ ଢ଼ାଳିବା ପୂର୍ବରୁ ପାତ୍ର ତା ଧରିଥିବା ଲୋକର ମନ ଟା କୁ ଆଉଥରେ ଟିକେ ଦେଖିନବ ପାଇଁ କେହି ମନା କରିବା ଟା ଜମା ଉଚିତ ନୁହେଁ , କାହିଁକି ନା ସତରେ ସାହାଯ୍ୟ ର ଦରକାରୀ ଆଉ ଜଣେ ବେଶୀ ଉପେକ୍ଷିତ ନ ହଉ ।

ଶୁଭରାତ୍ରୀ .
Scroll to Top