ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ ବୋଧ କଲା ଜୀବନର ଭୁଲିଯାଇଥିବା ମୁହୂର୍ତ ଗୁଡାକୁ !! ମାନେ ପଡୁଥିଲା ନତ ମସ୍ତକ ମିନିଟ୍ର ଚୁପଚାପ ପଣିଆ କୁ, ହାରି ଯାଇଥିବା ଲଢ଼େଇକୁ . ମିଛ ମିଛ ସ୍ବପ୍ନ ଆଉ ତା ପଛରେ ଧାଇଁବାର ଥଣ୍ଡା ନିଶ୍ୱାସ କୁ . ବୋଧ ଆଉ ବୋକା , ଡେ଼ଫେରେନ୍ସ ର ଉତ୍ତର ଦଉଥିଲା ସୂର୍ଯ୍ୟାସ୍ତ .
Scroll to Top